Breaking PLUSଓଡ଼ିଶାମୁଖ୍ୟ ଖବର

ହଂସିତା-ଅନୀଲଙ୍କ ଆଉ ଏକ ଠକେଇର ପ୍ରମାଣ

ଭୁବନେଶ୍ୱର-  ହଂସିତା-ଅନୀଲଙ୍କ ଆଉ ଏକ ଠକେଇର ପ୍ରମାଣ  । ହଂସିତାଙ୍କ ଅଫିସରେ କାମ କରୁଥିବା ପୂର୍ବତନ କର୍ମଚାରୀଙ୍କ ବଡ଼ ବୟାନ  ।କେମିତି ହଂସିତା ଓ ଅନୀଲ ପାଣ୍ଠି ହାତଉଥିଲେ ବଖାଣିଲେ କର୍ମଚାରୀ  । ବିଲ୍ଡରଙ୍କ ସହ ମିଶି ଜମି ପୋଜେସନ୍ ଦେଉଥିଲେ ହଂସିତା  । ବିଲ୍ଡରଙ୍କ ସହ ୩୦ ଲକ୍ଷର ଡିଲ୍ ମଧ୍ୟ ହୋଇଥିଲା । ୨୦୧୬ରେ ବଡ଼ଗଡ଼ ବ୍ରହ୍ମେଶ୍ବର ପାଟଣା ଭୋଇ ସାହିରେ ପୋଜେସନ୍ ହୋଇଥିଲା  ।୫୦ ଲୋକଙ୍କୁ ଆଣି ଜେସିବି ଲଗାଇ ବସ୍ତିବାସିନ୍ଦାଙ୍କ ଘର ଉଚ୍ଛେଦ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button