Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱର ବନ୍ୟଜନ୍ତୁ ରେଞ୍ଜ୍‌ ଅଫିସ୍‌ କ୍ୟାମ୍ପସ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ଚିଠି

ଭୁବନେଶ୍ୱର- ଭୁବନେଶ୍ୱର ବନ୍ୟଜନ୍ତୁ ରେଞ୍ଜ୍‌ ଅଫିସ୍‌ କ୍ୟାମ୍ପସ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ଚିଠି ହୋଇଛି ।ବନ୍ୟଜନ୍ତୁ ଓ୍ୱାର୍ଡେନ୍‌ଙ୍କ କାର୍ଯ୍ୟାଳୟ, ଚନ୍ଦକା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଚିଠି ହୋଇଛି । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ନିର୍ଦ୍ଦେଶାଳୟକୁ ଚିଠି । ଚନ୍ଦକା ବନ୍ୟଜନ୍ତୁ ବିଭାଗର କାର୍ଯ୍ୟାଳୟ ପାଇଁ ବ୍ୟାଘାତ ସୃଷ୍ଟି କରୁଛି ଲେଖିଲେ । ସ୍ବଚ୍ଛତା ଓ ସାଧାରଣ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଛି । ସାଧାରଣ ଲୋକଙ୍କ ନିରାପତ୍ତା, ନାଗରିକ ବ୍ୟବସ୍ଥାକୁ ବିପଦରେ ପକାଉଛି  । ତୁରନ୍ତ ପଦକ୍ଷେପ ନେବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button