Breaking PLUSଓଡ଼ିଶାମୁଖ୍ୟ ଖବର
ସମବାୟ ବିଭାଗର ଭ୍ରାମ୍ୟମାଣ ଏଟିଏମ୍ରେ ବଡ଼ ଘୋଟାଲା
ଭୁବନେଶ୍ୱର- ସମବାୟ ବିଭାଗର ଭ୍ରାମ୍ୟମାଣ ଏଟିଏମ୍ରେ ବଡ଼ ଘୋଟାଲା । କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍ ପାଇଁ ପାଣିରେ ପଡ଼ିଲା ୮ କୋଟି । ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ କିଣିଥିଲା ୨୦ଟି ଏଟିଏମ୍ । ୨୦ଟି ଭ୍ରାମ୍ୟମାଣ ଏଟିଏମ୍ ପାଇଁ ଖର୍ଚ୍ଚ ହୋଇଥିଲା ୨୦ କୋଟି ୬୯ ଲକ୍ଷ । ଇଣ୍ଟରନେଟ୍ ସମସ୍ୟା ଓ କର୍ମଚାରୀ ନିୟୋଜନ ଅଭାବରୁ ଏଟିଏମ୍ ଠପ୍ । କିଣା ଯାଇଥିବା ଏଟିଏମ୍ କାମରେ ନଲାଗିବାରୁ ୮ କୋଟି ୬୯ ଲକ୍ଷ ଗୋଲ୍ ।