Breaking PLUSଦେଶମୁଖ୍ୟ ଖବର

ବିଜାପୁରରେ ଆଇଇଡି ବିସ୍ଫୋରଣ, 5 ଯବାନ ଆହତ

ବିଜାପୁର- ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଟେରାମ୍ -ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏଭଳି ଅଘଟଣ ଘଟିଛି। ଚିନ୍ନଗେଲୁର କ୍ୟାମ୍ପଠାରୁ ୫୦୦ ମିଟର ଦୂରରେ ଯବାନ ମାନଙ୍କୁ ଟାର୍ଗେଟ୍ କରି କିଛି ମାଓବାଦୀ ଆଇଇଡି ଖଞ୍ଜିଥିଲେ।  ବିସ୍ଫୋରଣ ଘଟି ୫ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button