Breaking PLUSଓଡ଼ିଶାମୁଖ୍ୟ ଖବର
ବିଜାପୁରରେ ୨ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ବିଜାପୁର- ଛତିଶଗଡ଼ ବିଜାପୁରରେ ୨ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଉସୁର ଥାନା ଅଞ୍ଚଳରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ୨ ଯୁବକ ନେଲାକାଙ୍କେର ଗାଁର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ କରୁଛି ।



