
ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଜଗତର ପିତାମହ ବିଜୟ ମହାନ୍ତି। ଭୁବନେଶ୍ୱର ସ୍ଥିତ ଘରୋଇ କେୟାର ହସ୍ପିଟାଲରେ ପରଲୋକ। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସୂଚନା ଦେଲେ କେୟାର ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କ ସୂଚନା। ଗୁରୁତର ହେବାରୁ ସନ୍ଧ୍ୟାରେ ବିଜୟ ମହାନ୍ତିଙ୍କୁ ମେଡିକାଲ ନିଆଯାଇଥିଲା।