Breaking PLUSଓଡ଼ିଶାମୁଖ୍ୟ ଖବର
ଅଢେଇ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ; ୨ ଗିରଫ

ବିନିକା: ବିନିକାରୁ ଅଢେଇ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି । ଏକ ବୋଲେରୋ ଜବତ କରାଯାଇଛି । NH-୨୬ ଫଟାମୁଣ୍ଡାରେ ଧରିଲା ଡୁଙ୍ଗୁରିପାଲି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।



