Breaking PLUSଓଡ଼ିଶାମୁଖ୍ୟ ଖବର
ଧାନ ମଣ୍ଡିରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ

ବିନିକା: ଧାନ ମଣ୍ଡିରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ । ସାରସମାଲ ଛକରେ ବରପାଲି-ରାମପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସାରସମାଲ ଛକରେ ରାସ୍ତାରୋକ କରିଥିଲେ ଚାଷୀ । ଧାନ ଉଠାଇବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।