Breaking PLUSଆଇନ କାନୁନଦେଶମୁଖ୍ୟ ଖବରଶିକ୍ଷା

୧୮ରୁ ସମସ୍ତ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟରେ ଲାଗୁ ହେବ ବାୟୋମେଟ୍ରିକ୍

୧୮ରୁ ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ।

ଆସନ୍ତା ୧୮ ତାରିଖରୁ ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ହେବାକୁ ଯାଉଛି । ସମସ୍ତ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନରେ ବି ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ହେବ। ୧୮ରୁ ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି । ଏ ନେଇ ସମସ୍ତ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ହୋଇଛି।  ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ମଧ୍ୟ ଚିଠି ହୋଇଛି।

Show More

Related Articles

Back to top button