Breaking PLUSଓଡ଼ିଶାମୁଖ୍ୟ ଖବର
ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା

ଭୁବନେଶ୍ୱର- ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନରେ ଗଣନା ହେବ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗଣନାରେ ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ । ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ ଟାୱାର, ଏନକ୍ଲୋଜର ନିର୍ମାଣ ହେବ । ଶିକାରୀମାନଙ୍କ ଗତିବିଧି ରୋକିବା ପାଇଁ ନଜର ରଖାଯିବ ।



