Breaking PLUSଓଡ଼ିଶାମୁଖ୍ୟ ଖବର
ଅରୁଣ ସାହୁଙ୍କ ଘରେ ବାଲେଶ୍ୱର ବିଜେଡି ନେତାଙ୍କ ମେଳି

ଭୁବନେଶ୍ୱର- ଅରୁଣ ସାହୁଙ୍କ ଘରେ ବାଲେଶ୍ୱର ବିଜେଡି ନେତାଙ୍କ ମେଳି । ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ଉପସ୍ଥିତ । ଗତକାଲିର ମେଳିରେ ବି ଏମାନେ ସାମିଲ୍ ଥିଲେ । ଉତ୍ତର ଓଡ଼ିଶା ଉତ୍ସବକୁ ନିମନ୍ତ୍ରଣ ପାଇଁ ଅରୁଣଙ୍କ ବାସଭବନ ଆସିଥିବା କହିଲେ ।


