Breaking PLUSଓଡ଼ିଶାମୁଖ୍ୟ ଖବର
ପୀତବାସ ପଣ୍ଡା ହତ୍ୟା; ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ କହିଲା ବିଜେଡି

ଭୁବନେଶ୍ୱର- ପୀତବାସ ପଣ୍ଡା ହତ୍ୟା ମାମଲା । ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି । ପ୍ରେସମିଟ୍ରେ ସରକାରଙ୍କୁ ଟାର୍ଗେଟ୍ କଲେ ପ୍ରମିଳା ମଲ୍ଲିକ୍, ଭୃଗୁ ବକ୍ସିପାତ୍ର । ନୂଆପଡ଼ା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି । ବିଜେଡିକୁ ବଦନାମ ପାଇଁ ଏସ୍ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି । ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି । ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ ଉଦ୍ୟମ ହୋଇଛି ।


