Breaking PLUSଓଡ଼ିଶାମୁଖ୍ୟ ଖବର

୨୫ରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି

ଭୁବନେଶ୍ୱର- ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି । ସମସ୍ତ ନୂଆ ବିଧାୟକଙ୍କୁ ନେଇ ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି। ଅଭିଜ୍ଞ ବିକ୍ତତ୍ୱଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବୁ। ବରିଷ୍ଠ ବିଧାୟକମାନେ ଭାଗ ନେବା ପାଇଁ ଅନୁରୋଧ କରାଯିବ ବୋଲି ବିଜେଡି କହିଛି ।

Show More

Related Articles

Back to top button