Breaking PLUSଦେଶମୁଖ୍ୟ ଖବର

କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲା ବିଜେପି

ନୂଆଦିଲ୍ଲୀ-ଆଜି ନିଜର ସ୍ଥାପନା ଦିବସ ଅବସରରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ବିଜେପି । ବିଜେପି ନିଜର ଔପଚାରିକ ଏକ୍ସ ହ୍ୟାଣ୍ଡେଲରେ ଶୁଭେଚ୍ଛା ବାର୍ତ୍ତା ଜାରି କରିଛି ।
ବିଜେପି ପକ୍ଷରୁ କୁହାଯାଇଛି ଯେ, ସ୍ଥାପନା ଦିବସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭକାମନା । ଅନ୍ତୋଦୟର ସିଦ୍ଧାନ୍ତକୁ ଆତ୍ମସାତ କରି ସେବା ହିଁ ସଂଗଠନର ମନ୍ତ୍ର ଉପରେ ସର୍ବଦା ଅଗ୍ରସର ରହୁଥିବା କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କୁ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ।

Show More

Related Articles

Back to top button