Breaking PLUSଦେଶମୁଖ୍ୟ ଖବର

ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିର ବିଜୟ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆପ-କଂଗ୍ରେସ ମେଣ୍ଟର ୧୭ ଭୋଟ୍‌ ବିପକ୍ଷରେ ୧୯ଟି ଭୋଟ୍‌ ପାଇ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି।ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବାବଲା ଆପର ପ୍ରେମ ଲତାଙ୍କୁ ପରାସ୍ତ କରିଛନ୍ତି। ଚଣ୍ଡିଗଡ଼ ମେୟର ନିର୍ବାଚନ ବିଜେପି ଏବଂ ଆପ-କଂଗ୍ରେସ ମେଣ୍ଟ ମଧ୍ୟରେ ଏକ ବଡ଼ ଧରଣର ପ୍ରତିଯୋଗିତା ଥିଲା। ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚିତ କାଉନସିଲର ଏବଂ ଚଣ୍ଡିଗଡ଼ ସାଂସଦଙ୍କ ସମେତ ୩୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କର ପଦାଧିକାରୀ ସଦସ୍ୟ ଭାବରେ ଭୋଟଦାନ ଅଧିକାର ଅଛି।

 

Show More

Related Articles

Back to top button