Breaking PLUSଓଡ଼ିଶାମୁଖ୍ୟ ଖବର

ଗାଁରେ ଆତଙ୍କ ଖେଳାଉଛି କଳା ବାଘ

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଓ ବଡ଼ଗାଁ ରେଂଜର ବ୍ରାହ୍ମଣ ଗାଁ ପଞ୍ଚାୟତ ବାଉଟିଆ, ଚାକିଡ଼ି ପଞ୍ଚାୟତ ବାରିବେଡ଼ା, ସୋରିଷପାଳ ପଞ୍ଚାୟତ ନେଦାମ, ଘଟିଡୁବା ଅଞ୍ଚଳରେ କଳାବାଘ ଆତଙ୍କ ଦୁଇ ମାସ ହେଲା ଦେଖାଯାଇଛି। ଫେବ୍ରୁଆରି ଦୁଇ ତାରିଖରୁ ଦୁଇ ମାସ ମଧ୍ୟରେ ୫ଟି ବଳଦ/ଗାଈ, ୧୮ଟି ଛେଳି, ୩ଟି ଘୁଷୁରୀଙ୍କୁ ମାରିଦେବା ସହିତ ଗୋଟିଏ ମଇଁଷିକୁ ଆହତ କରି ସାରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button