Breaking PLUSଓଡ଼ିଶାମୁଖ୍ୟ ଖବର
ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଚିଲିକାରେ ଫସିଲା ଡଙ୍ଗା । ମହିଁସାକୁଦ ନିକଟରେ ଘଣ୍ଟାଏ ହେଲା ଫସିରହିଛି ଡଙ୍ଗା । ୪୦ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା ।