Breaking PLUSଓଡ଼ିଶାମୁଖ୍ୟ ଖବର
ମହୁମାଛି ଆକ୍ରମଣରେ ଜଣେ ଗୁରୁତର, ୬ ଜଣ ଆହତ

ବଲାଙ୍ଗିର: ମହୁମାଛି ଆକ୍ରମଣରେ ଜଣେ ଗୁରୁତର, ୬ ଜଣ ଆହତ ହୋଇଛନ୍ତି । ପୁଇଁତଳା ଥାନା ରଣ୍ଡା ପଞ୍ଚାୟତ ପଦମପୁର ଗାଁରେ ମହୁମାଛି ଆକ୍ରମଣ । ଚାଷ ଜମିକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।