Breaking PLUSଓଡ଼ିଶାମୁଖ୍ୟ ଖବର

ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ

ପାଟଣାଗଡ଼: ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ  । ଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି । ବର ବେଶରେ ପୁଅ ବସିଥିବା କାର୍‌ ବାପା ଉପରେ ମାଡ଼ିଯିବାରୁ ଜୀବନ ଗଲା  । କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର  । ଶବ ଗୃହରେ ବାପାଙ୍କ ମର ଶରୀର, ବାହା ହୋଇ ଦୁଃଖରେ ଫେରିଲେ ପୁଅ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button