Breaking PLUSଓଡ଼ିଶାମୁଖ୍ୟ ଖବର

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମହିଳାଙ୍କ ପରିଚୟ

ବଲାଙ୍ଗିର: ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମହିଳାଙ୍କ ପରିଚୟ । ମୃତକ ପାଟଣାଗଡ଼ ଅଞ୍ଚଳର । ଗତ ୨୦ରୁ ନିଖୋଜ ଥିଲେ । ମାନସିକ ବିକୃତ ଥିବା ପରିବାରର ସୂଚନା । ପୋଷ୍ଟମର୍ଟମ ପରେ ଜଣାପଡ଼ିବ ମହିଳାଙ୍କ ମୃତ୍ୟୁର କାରଣ । କାଲି ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମିଲିଥିଲା ମୃତଦେହ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button