Breaking PLUSଓଡ଼ିଶାମୁଖ୍ୟ ଖବର

ସର୍ବ ଭାରତୀୟ ନିଟ୍‌ ଏସ୍ଏ‌ରେ ୟଶ୍ ଜୈନ ଟପ୍ପର

ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଜଣେ ଓଡ଼ିଆ ପୁଅ ଚମକିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍‌ ଏସ୍ଏ‌ସ୍‌(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି। ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ସୁପୁତ୍ର ଅଟନ୍ତି।  ୧୦ ରୁ ୧୨ ମାସ ହେଲା ମୁଁ କାମ ନକରି ପଢ଼ାପଢ଼ି କରୁଥିଲି। ଅନଲାଇନରେ କୋଚିଂ ନେଉଥିଲି। ସିନିଅର ଏବଂ ଶିକ୍ଷକ ବହୁତ ସାହାଯ୍ୟ କରିଥିଲେ। ପ୍ରତ୍ୟକ ଦିନ ଆଠରୁ ଦଶ ଘଣ୍ଟା ପଢ଼ୁଥିଲି ଏବଂ ଶେଷ ସମୟରେ ୧୪ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼ୁଥିଲି। ୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା। ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି। କଣ୍ଟାବାଞ୍ଜିର ହସ୍ପିଟାଲରେ କାମ କରିବା ସହ ସମସ୍ତଙ୍କୁ ସାହାଯ୍ୟ କରିବି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button