
ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ । ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍ ଅବ୍ୱାସଙ୍କ ହାତ ଧରିବେ ୪୬ ବର୍ଷୀୟ ଅମିଶା ।
ନିକଟରେ ଅମିଶା ଇମ୍ରାନଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓକୁ ସେୟାର କରିଛନ୍ତି। ସେମାନେ ବାହାରିନରେ ଆୟୋଜିତ ଏକ ପୁରସ୍କାର କାର୍ୟ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ଏକାଠି ବଲିଉଡ ଗୀତରେ କିଛି ଭିଡିଓ ମଧ୍ୟ କରିଥିଲେ।