Breaking PLUSଦେଶମୁଖ୍ୟ ଖବର

ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ- ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ  । ରଷିଆନ୍ ଭାଷାରେ ଅଫିସିଆଲ୍ ମେଲ୍‌ରେ ଧମକପୂର୍ଣ୍ଣ ମେସେଜ  । ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଛାନଭିନ୍ କରାଯାଇଛି ।

Show More

Related Articles

Back to top button