Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର JRA

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର JRA । ଲାଂଚ ନେବା ବେଳେ ଧରାପଡିଛନ୍ତି କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପୁପୁନ କୁମାର ଦାଶ । ବାକି ଥିବା ବିଲ୍‌ ପାସ୍‌ କରିବାକୁ ୨୫ ହଜାର ଲାଞ୍ଚ ନେଉଥିଲେ । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button