Breaking PLUSଓଡ଼ିଶାମୁଖ୍ୟ ଖବର
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବୃଦ୍ଧା ଗୁରୁତର

ବୌଦ୍ଧ: ବୌଦ୍ଧରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବୃଦ୍ଧା ଗୁରୁତର । ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଜୁରଡଙ୍ଗା ଗାଁରେ ଆତଙ୍କ ଦେଖାଦେଇଛି ।ଗାଁରେ ଦୁଇଟି ପୃଥକ ସ୍ଥାନରେ ବୃଦ୍ଧ ବୃଦ୍ଧାଙ୍କୁ ହାତୀ ଆକ୍ରମଣ କରିଛି ।


