Breaking PLUSଓଡ଼ିଶାମୁଖ୍ୟ ଖବର
ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର
ଭୁବନେଶ୍ୱର- ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ୍ ଫ୍ରି ନମ୍ବର । ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା । ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ କାମ କରିବ । ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ଶବ ନେବାକୁ କାମ କରିବ । ଶବ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା ହେବ ।



