Breaking PLUSଦେଶମୁଖ୍ୟ ଖବର

ଇଡି ପରେ କେ.କବିତାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ- ଇଡି ପରେ ଗିରଫ କଲା ସିବିଆଇ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତାଙ୍କୁ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲରେ ରଖାଯାଇଥିଲା।

ସିବିଆଇର ଅଧିକାରୀମାନେ ସ୍ୱତନ୍ତ୍ର ଅଦାଲତଙ୍କ ଅନୁମତି ନେବା ପରେ ଜେଲ ଭିତରେ କବିତାଙ୍କୁ ପଚରାଉଚରା କରିଥିଲେ।

Show More

Related Articles

Back to top button