Breaking PLUSଦେଶମୁଖ୍ୟ ଖବର

ସନ୍ଦୀପ ଘୋଷଙ୍କ ନାଁରେ ଏତଲା କଲା ସିବିଆଇ

କୋଲକାତା-କୋଲକାତା ଆରଜି କର ହସ୍ପିଟାଲରେ ରେସିଡେଂଟ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ।  ସନ୍ଦୀପ ଘୋଷଙ୍କ ନାଁରେ ଏତଲା ରୁଜୁ କଲା ସିବିଆଇ  । ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର ହୋଇଛି । ଏତଲା କପି ସିଜେଏମ୍‌ କୋର୍ଟରେ ଦାଖଲ କଲା ସିବିଆଇ । ସିବିଆଇର ଏତଲା ପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଲା ।

Show More

Related Articles

Back to top button