Breaking PLUSଦେଶମୁଖ୍ୟ ଖବର

ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାସଭବନରେ ବୁଧବାର ସକାଳୁ ସିବିଆଇ ଚଢ଼ାଇ ହେଉଛି। ମହାଦେବ ବେଟିଂ ଆପ୍ ମାମଲାରେ ବୁଧବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ମହାସଚିବ ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଲଙ୍କ ବାସଭବନରେ ଚଢାଉ କରିଛି।

Show More

Related Articles

Back to top button