Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମସଲାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ- ଯାଂଚ ହେବ ସମସ୍ତ ମସଲାର ଗୁଣବତ୍ତା । ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ମସଲାର ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ତାର ପରୀକ୍ଷା କରିବାକୁ ଆଦେଶ ଦିଆଯାଇଛି। ଏହାପୂର୍ବରୁ ମସଲା ବୋର୍ଡ ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ରୁଟିନ୍‌ ସାମ୍ପୁଲ ନେବା ଆରମ୍ଭ କରିଥିଲା, ଏହାସତ୍ତ୍ୱେ କୌଣସି ଅନ୍ୟ ସରକାରୀ ଏଜେନ୍ସିଂ ଦ୍ୱାରା ମସଲାର ଗୁଣବତ୍ତା ବିଷୟରେ କୌଣସି ନିଶ୍ଚିତ ବୟାନ ଜାରି କରାଯାଇନାହିଁ।

Show More

Related Articles

Back to top button