Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ନିଲମ୍ବନକୁ ଗ୍ରହଣ କରିପାରୁନି-ଚକ୍ରମଣି କହଁର

ଭୁବନେଶ୍ୱର, 22 ମାର୍ଚ୍ଚ  ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଚକ୍ରମଣି । ନିଲମ୍ବନକୁ ଗ୍ରହଣ କରିପାରୁନି ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ।

ସେ କହିଛନ୍ତି ଯେ ପ୍ରଥମ ଭୋଟ୍ ଦଳୀୟ ନିର୍ଦ୍ଦେଶରେ, ଦ୍ବିତୀୟ ଭୋଟ୍ ମୋ ଇଚ୍ଛାରେ ଦେଇଛି ।ରାଜ୍ୟସଭା ନିର୍ବାଚନରେ ଦଳ ହୁଇପ୍ ଜାରି କରିବା କଥା ନୁହେଁ । ମୁଁ ବିଶ୍ବାସଘାତ କରିନି, ମାନବିକତା ଦୃଷ୍ଟିରୁ ମୁଁ ଭୋଟ୍ ଦେଇଛି ।ମୁଁ ବିଜେଡି ସହ ଅଛି, ଆଗରୁ ଥିଲି, ଆଗକୁ ବି ରହିବି ।ଦଳର ନୀତି ଆଦର୍ଶରେ ମୁଁ କାମ କରି ଆସିଛି, ଆଗକୁ ବି କରିବି ବୋଲି ସେ କହିଛନ୍ତି ।

Show More

Related Articles

Back to top button