Breaking PLUSଓଡ଼ିଶାମୁଖ୍ୟ ଖବର

କଲେଜ ବସ୍‌ ଓ ହାଇୱା ମୁହାଁମୁହିଁ ଧକ୍କାରେ ୭ ଜଣ ଆହତ

ଚମ୍ପୁଆ: । କେନ୍କଦୁଝର ଜିଲ୍ଲା ଚମ୍ମୁଆରେ ଦୁର୍ଘଟଣା ଘଟିଛି ।  କଲେଜ ବସ୍‌ ଓ ହାଇୱା ମୁହାଁମୁହିଁ ଧକ୍କାରେ ୭ ଜଣ ଆହତ ହୋଇଛନ୍ତି । ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ମାଣିକପୁର ନିକଟରେ ଦୁର୍ଘଟଣା ଘଟିଛି । ୨ ଡ୍ରାଇଭରଙ୍କ ସହ ୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button