Breaking PLUSଓଡ଼ିଶାମୁଖ୍ୟ ଖବର

ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ତାଳ

ଭୁବନେଶ୍ୱର- ଭୁବନେଶ୍ବର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ତାଳ । ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେଲା ମୃତ୍ୟୁର କାରଣ । OUAT ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟଙ୍କ ସୂଚନା । ‘ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଲାଖି ରହିଥିଲା’ ।’ତଣ୍ଟିରେ ତାଳ ଲାଖି ରହିବାରୁ ଖାଇପିଇ ପାରୁ ନଥିଲା’ ।’ଦୁଇ ଦିନ ତଳେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା’ ।’କିନ୍ତୁ ସେତେବେଳକୁ ହାତୀଛୁଆଟି ସଂପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିଲା’ । ଅସୁସ୍ଥ ଅବସ୍ଥାରେ ବଲାଙ୍ଗିର ଦେଓଗାଁରୁ ଆସିଥିଲା ହାତୀଛୁଆ ।

Show More

Related Articles

Back to top button