Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ବେଳେ ଗୋଡ଼ାଇଲା ଆହତ ହାତୀ

ଭୁବନେଶ୍ୱର- ଚନ୍ଦକା ଜଙ୍ଗଲରେ ଆହତ ହାତୀକୁ ସର୍ଚ୍ଚ ଓ ରେସ୍କ୍ୟୁ ପାଇଁ ନାକେଦମ । ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ବେଳେ ଗୋଡ଼ାଇଲା ଆହତ ହାତୀ । ବର୍ତ୍ତିବାକୁ ଉଦ୍ୟମ ବେଳେ ପଡ଼ି ଯାଇ ଫରେଷ୍ଟରଙ୍କ ହାତ ଭାଙ୍ଗିଲା । ଡ୍ରୋନ୍ ଦ୍ବାରା ଲୋକେସନ ଚିହ୍ନଟ ପରେ ଚାଲିଛି ରେସ୍କ୍ୟୁ ଉଦ୍ୟମ ।



