Breaking PLUSଓଡ଼ିଶାମୁଖ୍ୟ ଖବର

ଚାନ୍ଦବାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଦାଦା-ପୁତୁରା ମୃତ

ଭଦ୍ରକ: ଚାନ୍ଦବାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଦାଦା-ପୁତୁରା ମୃତ ।  ଉଭୟ ଏକ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଅଜଣା ଗାଡି  । ଚାନ୍ଦବାଲି ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Show More

Related Articles

Back to top button