Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରିପଲ୍ ଇଞ୍ଜିନ୍ ସରକାର ଥିବାରୁ ମହାନଦୀ ବିବାଦର ସମାଧାନ ପାଇଁ ତତ୍ପର

ଭୁବନେଶ୍ୱର- ମହାନଦୀ ବିବାଦକୁ ନେଇ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା  । ‘୨ ରାଜ୍ୟ ମଧ୍ୟରେ ଥିବା ବିବାଦ ତୁଟାଇବାକୁ ଟ୍ରିବ୍ୟୁନାଲ୍ ଗଠନ ହୋଇଛି’ । ‘ଏବେ ଟ୍ରିପଲ୍ ଇଞ୍ଜିନ୍ ସରକାର ଥିବାରୁ ସମାଧାନ ପାଇଁ ତତ୍ପର’ ।’ଟ୍ରିବ୍ୟୁନାଲ୍ ଗଠନ ପରେ ଏଯାଏଁ ୩୭ ବୈଠକ ହୋଇ ସାରିଛି’  ।’ଉଭୟ ରାଜ୍ୟର ହିତକୁ ଦେଖି ବିବାଦର ସମାଧାନ କରାଯିବ’  ।’ମହାନଦୀର ଉତ୍ପତ୍ତି ସ୍ଥଳରୁ ଶେଷ ପର୍ଯ୍ୟନ୍ତ ପାଣି ପହଞ୍ଚିବାକୁ ଗୁରୁତ୍ୱ ଦିଆଯିବ’  ।’ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମାଧାନ ବାଟ କରିବେ’ ।

Show More

Related Articles

Back to top button