Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ବରରେ ଟ୍ରେନରୁ ଉଦ୍ଧାର ହେଲା ଶିଶୁ ଶ୍ରମିକ

ଭୁବନେଶ୍ୱର- ଭୁବନେଶ୍ବରରେ ଟ୍ରେନରୁ ଉଦ୍ଧାର ହେଲା ଶିଶୁ ଶ୍ରମିକ । ଆରପିଏଫ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ପକ୍ଷରୁ ଚଢାଉ ହୋଇଛି । ବିହାରରୁ ବେଙ୍ଗାଳୁରୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହୋଇଛି । ଉଦ୍ଧାର ନାବାଳକଙ୍କୁ ଖୋର୍ଦ୍ଧା ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଗଲା ।


