Breaking PLUSଓଡ଼ିଶାମୁଖ୍ୟ ଖବର

ମାରିକି ରେଳ ଧାରଣାରେ ଫିଙ୍ଗିଦେଲେ ମୃତଦେହ

ଚୌଦ୍ବାର- ମାରିକି ରେଳ ଧାରଣାରେ ଫିଙ୍ଗିଦେଲେ ମୃତଦେହ । ରେଳ ଧାରଣାରୁ ଗୋଡ଼ ବନ୍ଧା ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଟାଙ୍ଗୀ ନିର୍ଗୁଣ୍ଡି ନିକଟ ରେଳ ଧାରଣାରେ ପଡ଼ିଛି ଯୁବକଙ୍କ ମୃତଦେହ  । ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ବେଳେ ଗୋଡ଼ ରଶିରେ ବନ୍ଧା ହୋଇଛି  । ମୃତକ ସେରୁଆ ବଙ୍ଗାଳି ସାହିର ।  କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button