Breaking PLUSଓଡ଼ିଶାମୁଖ୍ୟ ଖବର
CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ

ଭୁବନେଶ୍ୱର- CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ପୁରେନ୍ଦ୍ରଙ୍କ ଘରୁ ମିଳିଛି ୧୬ଟି ବେନାମୀ ପ୍ଲଟର ପଟ୍ଟା । ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍ରେ ୪ ମହଲା କୋଠା ମିଳିଛି । ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାସ୍, ୨ଟି କାର୍ ଓ ୫ଟି ବାଇକ୍ ମିଳିଛି ।