Breaking PLUSଓଡ଼ିଶାମୁଖ୍ୟ ଖବର

ଅଭିଯୋଗ ଶୁଣାଣିକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍

ଭୁବନେଶ୍ୱର- କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା । ଅଭିଯୋଗ ଶୁଣାଣିକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍  । ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ  । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ବେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନି  । ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ  । ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button