Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି କୋମନାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆପଡ଼ା: ଆଜି କୋମନାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର ।ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧ଟା ୫୦ରେ ଗୋତମାରେ ପହଞ୍ଚିବେ ।ସେଠାରୁ ପୁଣି ହେଲିକପ୍ଟରରେ ଉଦ୍ୟାନବନ୍ଧ ଗସ୍ତରେ ଯିବେ  ।ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପଦଯାତ୍ରା କରିବେ ।ପରେ କୋମନାରେ ରୋଡ୍ ଶୋ’ ଓ ଜନ ସମାବେଶକୁ ସମ୍ବୋଧିତ କରିବେ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Show More

Related Articles

Back to top button