Breaking PLUSଓଡ଼ିଶାମୁଖ୍ୟ ଖବର

ଜାଡରେ ଥରିବ ପୂରା ଓଡ଼ିଶା

ଭୁବନେଶ୍ୱର- ରାଜ୍ୟରେ ଏଣିକି ବଢିବ ଶୀତ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ।

Show More

Related Articles

Back to top button