Breaking PLUSଓଡ଼ିଶାମୁଖ୍ୟ ଖବର
କାଲିଠୁ କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମ

ଭୁବନେଶ୍ୱର: କାଲିଠୁ କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୬୦୯୨ ପଞ୍ଚାୟତ ଓ ୧୧୨ ଏନଏସି ଓ ମ୍ୟୁନିସିପାଲିଟିରେ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଏହା ସହିତ ପଦଯାତ୍ରା ଓ ସାଧାରଣ ସଭା କରି ଲିଫଲେଟ୍ ବାଣ୍ଟିବ କଂଗ୍ରେସ । ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ । ରାଜ୍ୟ ଓ କେନ୍ଦ୍ର ପ୍ରତିଶ୍ରୁତି ପାଳନ କରୁନଥିବା ଦର୍ଶାଇ ଲୋକଙ୍କ ପାଖକୁ ଯିବ ଦଳ ।