Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା

ଭୁବନେଶ୍ୱର- ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା  । ଗୃହରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଶୋଇପଡ଼ିଛନ୍ତି  । ସ୍ଵାସ୍ଥ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ତାଙ୍କୁ କିଛି ଫରକ ପଡୁନି । ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ସେ କହିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button