Breaking PLUSଓଡ଼ିଶାମୁଖ୍ୟ ଖବର
ବିନିକା ଥାନା ବାରାକ୍ରେ କନଷ୍ଟବଲ୍ଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର- ବିନିକା ଥାନା ବାରାକ୍ରେ କନଷ୍ଟବଲ୍ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପାପକ୍ଷୟ ମହୋତ୍ସବ ପାଇଁ ବିନିକାକୁ ଡ୍ୟୁଟିରେ ଆସିଥିଲେ । ମୃତ କନଷ୍ଟେବଲ୍ ସୁବର୍ଣ୍ଣପୁର ଥାନାର ଦିଲ୍ଲୀପ ମିଶ୍ର ।