ଓଡ଼ିଶାବାଣିଜ୍ୟ

ଆନ୍ଧ୍ରର ଦାଦାଗିରି

କୋଟିଆ ଉପରେ ଲକ୍ଷ୍ୟ

ସୁଯୋଗ ପାଇବା ମାତ୍ରେ ଆନ୍ଧ୍ର ବିବାଦୀୟ କୋଟିଆ ପୁଞ୍ଜରେ ଅନୁପ୍ରବେଶ କରୁଛି । ଗତ ତିନି ଦିନ ତଳେ ପାଟୁସିନେରୀ ଅଞ୍ଚଳରେ ଚାରା ରୋପଣ କରିବା ସହିତ 5 କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ଆରମ୍ଭ କରିବା ପରେ ଶୁକ୍ରବାର ଦିନ ପୁଣି ଉପର ସେମ୍ଟି, ତଳ ସେମ୍ଟି, ଦିଗୁ ବାଦ୍ରା ଗ୍ରାମରେ ଆନ୍ଧ୍ର ITDA ଅଧିକାରୀ ପହଞ୍ଚିଛନ୍ତି । ଉକ୍ତ ଗ୍ରାମ ଗୁଡିକରେ ଆନ୍ଧ୍ର  ପ୍ରଶାସନିକ ଅଧିକାରୀ ଶୁକ୍ରବାର ଦିନ ଗସ୍ତ କରି ପୁଣି ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନେଇଥିବାରୁ କୋରାପୁଟ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।

Show More

Related Articles

Back to top button