Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହଂକଂରେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ: ଏସିଆରେ ଏବେ ପୁଣି ଥରେ କରୋନା ଫେରୁଥିବାର ଆଶଙ୍କା ବୃଦ୍ଧି ପାଇଛି। ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ମିଳିଛନ୍ତି ଏବଂ କରୋନା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବାର ସୂଚନା ମିଳିଛି।

ଯଦିଓ ଏହା ପୂର୍ବ ସଂକ୍ରମଣ ଭଳି ଉଗ୍ର ରୂପ ନେଇନି ତଥାପି ଭୟ ବଢିଲାଣି । ସେହିଭଳି ସିଙ୍ଗାପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଲାଣି । ମେ ୩ ସୁଦ୍ଧା କୋଭିଡ୍‌ ମାମଲା ୧୪,୨୦୦ରେ ପହଞ୍ଚିଛି । କୋଭିଡ୍‌ ସଂକ୍ରମଣ ପାଇଁ ହସ୍ପିଟାଲରେ ମାମଲା ୩୦% ବୃଦ୍ଧି ପାଇଛି ।

Show More

Related Articles

Back to top button