ରାଜ୍ୟରେ ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ ଗତ ୨୪ ଘଣ୍ଟାରେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୪୧ ଜଣ ସ୍ଥାନିୟ ସଂକ୍ରମିତ ହୋଇଥିବା ବେଳେ ୨୨୪୧ କ୍ୱାରେଣ୍ଟାଇରେ ଥିବା ସୂଚନା ରହିଛି ।
ଦେଶରେ ଗତ ୨୪ ଘଣ୍ଟାରେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୪୧ ଜଣ ସ୍ଥାନିୟ ସଂକ୍ରମିତ ହୋଇଥିବା ବେଳେ ୨୨୪୧ କ୍ୱାରେଣ୍ଟାଇରେ ଥିବା ସୂଚନା ରହିଛି । ରାଜ୍ୟରେ ଖୋର୍ଦ୍ଦା ଜିଲ୍ଲାର ସର୍ବାଧିକ ୭୭୫ ଜଣ ସଂକ୍ରମିତ ରହିଥିବା ବେଳେ, ରାୟଗଡ଼ା ୪୯୫ ଜଣ, କଟକରେ ୩୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ତାଲିକାରେ ମୟୁରଭଞ୍ଜ, ଗଞ୍ଜାମ, ବରଗଡ଼ ଜିଲ୍ଲା ପ୍ରଥମ ପାଞ୍ଚଟି ସ୍ଥାନରେ ଅଛନ୍ତି । ଆସ୍ୱସ୍ଥିର କଥା ଦେଖିବାକୁ ଗଲେ ଗୋଟିଏ ଦିନରେ ୨୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬୧୨୦୯୭ ଜଣଙ୍କର ଟେଷ୍ଟ ହୋଇସାରିଛି । ତେବେ ସର୍ବମୋଟ କହିବାକୁ ଗଲେ ଓଡ଼ିଶାରେ ୯୪୬୬୮ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆକ୍ଟିଭ କେସ୍ ୨୮୮୩୬ ରହିଥିବାବେଳେ, ୬୫,୩୨୩ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
6. Boudh: 14
7. Cuttack: 369
8. Deogarh: 12
9. Dhenkanal: 61
10. Gajapati: 48
11. Ganjam: 174
12. Jagatsinghpur: 44
13. Jajpur: 88
14. Jharsuguda: 43
15. Kalahandi: 41
16. Kandhamal: 36
17. Kendrapada: 44
18. Keonjhar: 59
19. Khurda: 775
20. Koraput: 140
21. Malkangiri: 86— I & PR Department, Odisha (@IPR_Odisha) August 28, 2020
22. Mayurbhanj: 272
23. Nawarangpur: 38
24. Nayagarh: 109
25. Nuapada: 23
26. Puri: 115
27. Rayagada: 495
28. Sambalpur: 128
29. Sonepur: 27
30. Sundargarh: 27New Recoveries: 2510
Cumulative Tested: 1612097
Positive: 94668
Recovered: 65323
Active Cases: 28836— I & PR Department, Odisha (@IPR_Odisha) August 28, 2020