Breaking PLUSଓଡ଼ିଶାମୁଖ୍ୟ ଖବର
ଗୋହତ୍ୟା ବନ୍ଦ ପାଇଁ ଆସିବ ଆଇନ-ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଗୋ ହତ୍ୟାକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଆଇନ ମନ୍ତ୍ରୀ । ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ ବୋଲି ମନ୍ତ୍ରୀ କହିଛନ୍ତି । ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ କହିଲେ ଆଇନ ମନ୍ତ୍ରୀ । ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି । ।ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍ ନେଇ ଆଭିମୁଖ୍ୟ ସ୍ପଷ୍ଟ ।