Breaking PLUSଓଡ଼ିଶାମୁଖ୍ୟ ଖବର
ଗୋପାଳ ଦାସଙ୍କ ପତ୍ନୀଙ୍କୁ ଜେରା

ଭୁବନେଶ୍ୱର -ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପତ୍ନୀଙ୍କୁ ଜେରା କରାଯାଇଛି । ବ୍ରହ୍ମପୁର ଆଙ୍କୁଲି ଘରେ ଗୋପାଳଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ବ୍ରହ୍ମପୁରରେ ଗତ ୨ ଦିନରେ ୮ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।